ଶୀର୍ଷକ : | ବଧୂବେଶୀ ବନ୍ଧୁ ପାଇଁ |
ବିଷୟ : | ଏ ନଶ୍ୱର ଦେହ ଈଶ୍ୱର ଭାବି ତୁ ସିନା ଯାଉ ପୂଜି ହେଲେ କିବା ତୋତେ ପ୍ରତିଦାନ ମୋର ଆଜିବି ପାରେନା ବୁଝି, ଦେଲେ ଦେଇଥିବି ଟୋପାଏ ସିନ୍ଦୁର ଅଗ୍ନିକୁ ରଖି ସାକ୍ଷୀ ଧାରେ ଅଳତା ଓ ଗାରେ କଜଳରେ ଅଳି ଅଝଟକୁ ଟେକି, ବଧୂ ବେଶୀ ବନ୍ଧୁ ଭାବି ଯା ଦେଇଛି ହାତେ ଦୁଇପଟ ଚୁଡ଼ି କାଚକୁ ଦେଇ ତୁ କାଞ୍ଚନ ମୂଲ କେବେ ବି ବସିନୁ ଅଡି, ସନ୍ତାନ ଅଳି ଅଭାବୀ ସଂସାର ଆତ୍ମୀୟ ସ୍ଵଜନ ଚିନ୍ତା ପଣତ ପସାରି ଆଦରି ନେଇଛୁ ସେଇ ତୋର ମହାନତା ।। ତପନ ଦୀକ୍ଷିତ (ବେଳାଭୂମି) ନାସିକେଶ୍ୱର, କାକଟପୁର, ପୁରୀ |
ବିଭାଗ : | କବିତା |
ଲେଖକଙ୍କ ନାମ : | ବେଳାଭୂମି-ତପନ ଦୀକ୍ଷିତ |
ଠିକଣା : | ନସିକେଶ୍ୱର କାକଟପୁର, ପୁରୀ ଓଡ଼ିଶା India |
ଫୋନ : | 953-740-0744 |
ଇମେଲ : | konark.dixit@gmail.com |
- HOME
- ABOUT
- WRITE
- READ ALL
- LITERATURE
- _POETRY
- _STORIES
- _ARTICLES
- _COMICS
- _MYTHOLOGY
- AMA SHISHU
- _ଛବିଟିକୁ ଗୀତଟିଏ
- _ଆଜିର ଶିଶୁଗଳ୍ପ
- _ଆଜିର ଶିଶୁ କବିତା
- _ପଞ୍ଚତନ୍ତ୍ର କାହାଣୀ
- BOOKS
- _ବଣମଲ୍ଲୀ ଇ-ବୁକ
- _ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- _କବିତା କଲ୍ଲୋଳିନୀ
- _ଲାବଣ୍ୟବତୀ
- _ବୈଦେହୀଶ ବିଳାସ
- _ରସକଲ୍ଲୋଳ
- _ମନବୋଧ ଚଉତିଶା
- _କିଶୋର ଚନ୍ଦ୍ରାନନ ଚମ୍ପୁ
- _ତପସ୍ଵିନୀ
- _ସାରଳା ମହାଭାରତ
- COMMUNITY
- MORE
- _OUR MISSION
- _KABIRA GHARA
- _EVENT & SEMINAR
- _MEETING ROOM
- _WEB RADIO
- _AAJIRA ATITHI
- _GET ANSWER
- _CONTACT US
0 Comments
You can write now your valuable comments here. Off-topic comments may be removed or deleted without prior notice.