Ad

header ads

କବିତା - ପୁଓ ଜିଉଁତିଆ - ସମୀର କୁମାର ମହାମଲ୍ଲୀକ


ମାଁ କରୁଛେଁ ପୁଓ ଜିଉଁତିଆ
ଭଲେ ଭଲେ ଥାଉ ପୁଓ,
ବୁଢୀ ବଏସେ ଡାକ୍ ସୁନି ତାର୍
କରବା ବଲି ଓ ॥

ପାଏନ୍ ପାଇ ବଡ୍ ହେଇଗଲେ
ଘରୁ ଦଉଛେ ପୁଓ ଖେଦି,
କେନୁଁ ଆନଲା ତାର୍ ମାଏଝି କେ
ପଦେ କହେଲେ ଯାଏସି ଭେଦି ॥

କେତେ ଯତନ୍ ପାତନ୍ କରି ସଥେ
କରିଥିସି ମାଁ ବଡ୍,
ଚାକରି ଖଁଣେ ପାଏଲା ଉତାରୁ
ପୁଓ ଭାବସି ନିଜକେ ବଡ୍ ॥

ମାଁ ନାଁ ଟା ଅମରୁତ୍ ଧାର୍ ରେ ପୁଓ
କେଭେ ନାଇଁ ଦେବୁ ମୁହୁଁ ଛାଡି
ଜୀବନ୍ ତୋର୍ ସାଫୁଲ୍ ହେବା ସଥେ
କେଭେ ନାଇଁ ହିଟି ପଡି ॥


ରଚନା : ସମୀର କୁମାର ମହାମଲ୍ଲୀକ

ଠିକଣା : କୁଶୁର୍ଡା, ସୋହେଲା, ବରଗଡ଼ ଦୂରଭାଷ : ୮୨୪୯୫୭୮୦୨୫

Post a Comment

0 Comments