Ad

header ads

କବିତା - ପଥ ପଥିକର - ସୋମନାଥ ମହାପାତ୍ର


ଅମାନିଆ ରାସ୍ତାର
ପଥପ୍ରାନ୍ତ ପଥିକ ମୁଁ
ଖୋଜୁଥାଏ ଜୀବନର
ପ୍ରତିଟି କ୍ଷଣକୁ
ଦୀପ୍ତିଭରା ସ୍ୱପ୍ନର
ଅଲୋଡ଼ା ସାରଥି ମୁଁ
ଇଚ୍ଛାହୁଏ ଜୀବନ
ଝରଣାରେ ଝରିବାକୁ
ସତେ ଯେମିତି ସେ ଡାକୁଛି ମୋତେ
ସୁବର୍ଣ୍ଣ ପଥର ପଥିକ ହେବା ପାଇଁ...


ରଚନା : ସୋମନାଥ ମହାପାତ୍ର

ଠିକଣା : ବିଜେପୁର ଦୂରଭାଷ :

Post a Comment

0 Comments