Ad

header ads

କବିତା - ସକାଳର ବାସ୍ନା - ମୀନାକ୍ଷି ପାଢୀ

ସତେ ଅବା ଆଙ୍କିଦେଲା
ମୁକ୍ତାକାଶେ ଉନ୍ମୁକ୍ତ ଆଭା,
ପ୍ରତ୍ୟୁଷେ ଉଭା....!
ସାଧ୍ବୀ ତବ
କଲ୍ଲୋଳିତ ମୁକ୍ତକେଶ ଶୋଭା!!
ନିଦ୍ରିତା କି ଅଭିଭୂତା,
ଆଗୋ ଶୂନ୍ଯସକ୍ତା?


ରଚନା : ମୀନାକ୍ଷି ପାଢୀ

ଠିକଣା : ଚିକିଟି, ଗଞ୍ଜାମ ଦୂରଭାଷ : 9776545001


Post a Comment

0 Comments