Ad

header ads

କବିତା - ଛୋଟ ମୋର ଗାଁଟି - ସତ୍ୟରଞ୍ଜନ ଦାସ

ଗୋଧୂଳି ସଂଧ୍ୟାରେ ମନେପଡେ ମୋର
ଗାଁରେ ଅତୀତ କଥା
ସହରରେ ରହି ବିଚଳିତ ମନ
ଲୁଚେଇ ରଖିଚି ବ୍ୟଥା..
ଗାଁ ଗୁଲିଖଟି ପଖାଳ ମଜା
ସହରେ ମିଳିବ କାହିଁ,
ଆଖିର ଲୁହକୁ ଆଖିରେ ରଖିଚି
ପୋଛି ବାକୁ କେହି ନାହିଁ !
✍କବି ସତ୍ୟରଞ୍ଜନ ଦାସ🌹
ଲାଠିକଟା, ସୁନ୍ଦରଗଡ


ରଚନା : ସତ୍ୟରଞ୍ଜନ ଦାସ

ଠିକଣା : ଓରିଣ୍ଡ କଲୋନୀ ଘର ନମ୍ବର-168, ଲାଠିକଟା, ସୁନ୍ଦରଗଡ, ପିନ ନମ୍ବର-770037, ଓଡିଶା ଦୂରଭାଷ : 9090740501


Post a Comment

0 Comments