ତମେ ନାଚୁଥାଅ ମୋ ମନର ଡାଳରେ
ଧିରେ ଗୀତରେ ସଜାଇ ଦିଅ
ହୃଦୟର ଥାକ ସବୁକୁ ॥
ସମୟର ଫଡ଼ ଫଡ ଶଦ୍ଦରେ
ହଜିଯାଉ ଥିଲେ ମଧ୍ୟ ବଂଶୀର ସୁର
ତମେ ଧିର ପବନ ପରି
ଧସେଇ ଆସ କାଇଁ କି !!!!
ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା, ରାୟଗଡା ଜିଲ୍ଲା
ମୋ- ୮୯୧୭୩୨୪୫୨୫

ଭଲ କରି ନାଆ ବୁହା, ରେ ନାଉରି ! ଝିଅକୁ ମାଡ଼ୁଛି ଡର; ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ, ଝିଅ …
0 Comments
You can write now your valuable comments here. Off-topic comments may be removed or deleted without prior notice.