
ଲଢେଇଥିଲା ଏମିତି ବେଳେ
ଭାଷା ଜାତିଥିଲା ସଂଙ୍କଟ
ନେତୃତ୍ବ ତୁମର ଭୂଲିକେ ପାରିବ
ସାଜିଥିଲ ମହାନାୟକ
କେମିତି ଭୂଲିବୁ ସେ ନିର୍ଯାତନା
ସେ ଦୁର୍ଦିନର ଦିନ
ଜନମି ଥିଲ ହେ ଯୁଗପୁରୁଷ
ଓଡିଶା ମାଟି ହେଲା ଧନ୍ୟ
ବଙ୍ଗାଳି ବିହାରୀ ମାଡିଆସୁଥିଲେ
ଶୁଭଥିଲା ଟୀକା ଟିପଣୀ
ଚତୁରତା ପଣେ ହେ ଫକୀରମୋହନ
ଓଡିଆ ପ୍ରାଣ ଦେଲ ଭରି
ହସି ଉଠିଲା ଲେଖନୀ ମୂନ
ହେଲା ସାହିତ୍ୟ ପ୍ରକାଶ
ପ୍ରଶାସନ ସହ ସେ ଲଢେଇ ଥିଲା
ଆଜି ନିଜକୁ କହୁ ସ୍ବତନ୍ତ୍ର
🔸🌼🔸🌼🔸
ଜମ୍ବେଶ୍ବରପୁର, ବାଲେଶ୍ବର
ନେତୃତ୍ବ ତୁମର ଭୂଲିକେ ପାରିବ
ସାଜିଥିଲ ମହାନାୟକ
କେମିତି ଭୂଲିବୁ ସେ ନିର୍ଯାତନା
ସେ ଦୁର୍ଦିନର ଦିନ
ଜନମି ଥିଲ ହେ ଯୁଗପୁରୁଷ
ଓଡିଶା ମାଟି ହେଲା ଧନ୍ୟ
ବଙ୍ଗାଳି ବିହାରୀ ମାଡିଆସୁଥିଲେ
ଶୁଭଥିଲା ଟୀକା ଟିପଣୀ
ଚତୁରତା ପଣେ ହେ ଫକୀରମୋହନ
ଓଡିଆ ପ୍ରାଣ ଦେଲ ଭରି
ହସି ଉଠିଲା ଲେଖନୀ ମୂନ
ହେଲା ସାହିତ୍ୟ ପ୍ରକାଶ
ପ୍ରଶାସନ ସହ ସେ ଲଢେଇ ଥିଲା
ଆଜି ନିଜକୁ କହୁ ସ୍ବତନ୍ତ୍ର
🔸🌼🔸🌼🔸
ଜମ୍ବେଶ୍ବରପୁର, ବାଲେଶ୍ବର
0 Comments
You can write now your valuable comments here. Off-topic comments may be removed or deleted without prior notice.