
ମୁଁ ହଜିବାକୁ ଚାହେଁ ତୁମ
ଦିବ୍ୟ ପ୍ରେମର ସ୍ପର୍ଶରେ ମୁଁ ଭିଜିବାକୁ ଚାହେଁ ତୁମ
ସ୍ନେହମୟ ନୀଳିମାରେ ୲୲
ସୁମଧୁର ସେ ବଂଶୀ ତାନେ
ହୃଦ ସଦା ବ୍ୟାକୁଳିତ
ଏ ଜୀବନର ସବୁ କିଛି
ତୁମ ପାଦେ ସମର୍ପିତ ୲୲
ହେ କୃଷ୍ଣ ! ଆସ ,ଆସ ତୁମେ
ଝୁରେ ନେଇ ରାଇ ମନ
ଝୁରୁଛି , ଝୁରୁଥିବ ଆତ୍ମା
ତୁମ ପ୍ରେମ ଚିରନ୍ତନ
Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: May 02, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.