
ଏବେ ଫୋନିର ମାଡ
ଓଡିଶାକୁ ଗ୍ରାସିଛି ଶନି
ଉପକୂଳ ହେଲାଣି ବେହାଲ
ପବନ ମାତ୍ରା ବଢି ଚାଲିଛି
ଭାରି ବିକଳ ସ୍ଥିତି
ଗଛବୃଛ ସବୁ ଉପୁଡି ପଡୁଛି
ଭାବିଲେ ବଢୁଛି ଭୀତି
ଏ ଘୋର ବିପଦୁ ଉଧାରିବାକୁ
ଜଗାକୁ କରିଛୁ ଆଶା
ଚାରଆଡେ ଦିଶେ ଘୋର ଅନ୍ଧାର
ପାଉନି ଆଉ ଭରସା
ଦୁଇ ହାତଟେକି ଡାକୁଛି ଆକୁଳେ
ରକ୍ଷାକର ଚକାଆଖି
ଆଜି ଉତ୍କଳର ଏ ଦୁର୍ଦିନ ବେଳାରେ
ତ କରୁଣା ଦେ ବରଷି।
🔸🔸🔸🔸🔸
ଜମ୍ବେଶ୍ବରପୁର,ବାଲେଶ୍ବର
ଓଡିଶାକୁ ଗ୍ରାସିଛି ଶନି
ଉପକୂଳ ହେଲାଣି ବେହାଲ
ପବନ ମାତ୍ରା ବଢି ଚାଲିଛି
ଭାରି ବିକଳ ସ୍ଥିତି
ଗଛବୃଛ ସବୁ ଉପୁଡି ପଡୁଛି
ଭାବିଲେ ବଢୁଛି ଭୀତି
ଏ ଘୋର ବିପଦୁ ଉଧାରିବାକୁ
ଜଗାକୁ କରିଛୁ ଆଶା
ଚାରଆଡେ ଦିଶେ ଘୋର ଅନ୍ଧାର
ପାଉନି ଆଉ ଭରସା
ଦୁଇ ହାତଟେକି ଡାକୁଛି ଆକୁଳେ
ରକ୍ଷାକର ଚକାଆଖି
ଆଜି ଉତ୍କଳର ଏ ଦୁର୍ଦିନ ବେଳାରେ
ତ କରୁଣା ଦେ ବରଷି।
🔸🔸🔸🔸🔸
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.