
ମାଡିଯାଏ ଅମଡା ବାଟ
ଶାଖା ନଦୀ ପୃଷ୍ଟକରି ତାକୁ
ବଦଳାଇ ଦିଏ ଥାଟ
ଗଳ୍ପ କବିତା ଏକକୁ ଆରେକ
ପ୍ରବନ୍ଧ ହସେ ଖିଲି ଖିଲି
ବିଜାତିଆ ଭାବ ଗ୍ରାସିଛି ଆମକୁ
ନଇରେ ଦିଶେ ମରୁଡି
ଦେଖୁଦେଖୁ ତାଙ୍କ ବହପ ବଢୁଛି
କିଏ ମୋଡିବ ସେ ଡଙ୍କ
ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସବୁ
ଛକ ଛକେ ହୁଏ ଭେଟ
ସଭାସମିତିରେ ଖୋଜା ପଡେ ନିଇତି
ମଧୁ ଫକୀରଙ୍କ ଥାଟ
ଅଣପୁରୁଷା ହୋଇ ଲୁଚିଛପି ରହି
ଭାଷାର ରଖିବା ଟେକ
ସରକାରୀସ୍ତରେ ନିୟମ ରହିଛି
କିଏ ପାଳୁଛି କହ
ଏମିତି ପାଠ ପଢାଇଛନ୍ତି ସେ ଫିରିଙ୍ଗ
ଛାଡି ପାରିନୁ ତାର ମୋହ
ତଥାପି ଆଶା ରହିଛି ଭରଷା
ଏ ଜାତି ନୁହଁ ଭୀରୁ
ଆମ ଭାଷା ଆମ ସଂସ୍କୃତିର ଗାଥା
ପିଢି ପରେ ପିଢି ଝୁରୁଥାଉ।
💛💙💚❤💛💜💚
ଜମ୍ବେଶ୍ବରପୁର,ବାଲେଶ୍ବର
ଶାଖା ନଦୀ ପୃଷ୍ଟକରି ତାକୁ
ବଦଳାଇ ଦିଏ ଥାଟ
ଗଳ୍ପ କବିତା ଏକକୁ ଆରେକ
ପ୍ରବନ୍ଧ ହସେ ଖିଲି ଖିଲି
ବିଜାତିଆ ଭାବ ଗ୍ରାସିଛି ଆମକୁ
ନଇରେ ଦିଶେ ମରୁଡି
ଦେଖୁଦେଖୁ ତାଙ୍କ ବହପ ବଢୁଛି
କିଏ ମୋଡିବ ସେ ଡଙ୍କ
ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସବୁ
ଛକ ଛକେ ହୁଏ ଭେଟ
ସଭାସମିତିରେ ଖୋଜା ପଡେ ନିଇତି
ମଧୁ ଫକୀରଙ୍କ ଥାଟ
ଅଣପୁରୁଷା ହୋଇ ଲୁଚିଛପି ରହି
ଭାଷାର ରଖିବା ଟେକ
ସରକାରୀସ୍ତରେ ନିୟମ ରହିଛି
କିଏ ପାଳୁଛି କହ
ଏମିତି ପାଠ ପଢାଇଛନ୍ତି ସେ ଫିରିଙ୍ଗ
ଛାଡି ପାରିନୁ ତାର ମୋହ
ତଥାପି ଆଶା ରହିଛି ଭରଷା
ଏ ଜାତି ନୁହଁ ଭୀରୁ
ଆମ ଭାଷା ଆମ ସଂସ୍କୃତିର ଗାଥା
ପିଢି ପରେ ପିଢି ଝୁରୁଥାଉ।
💛💙💚❤💛💜💚
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.