
ସେଥିରେ ବିଦ୍ୟୁତ ବିଭ୍ରାଟ
ଚାଲିଛି ଖାଲି ଛକା ପଞ୍ଝା ଖେଳ
ବିଭାଗତ ଘୋଟାଲା ସମୁଦ୍ର
ହୁହୁ ବଡୁଛି ବିଜୁଳି ଟିକସ
ସତେକି ନଇ ବଢି
ଠିକ ବେଳକୁ ବିଦ୍ୟୁତ ବିଭ୍ରାଟ
ବଡ ବିକଳ ସେ ଘଡି
ଗରୀବ ମାଇପ ସଭିଙ୍କ ଶାଳୀ
ଯୁଗେ ଯୁଗେ ଚାଲି ଆସୁଚି
ବିଦ୍ୟୁତ ବେପାରୀଙ୍କ ତାଉରେ
ଜୀବନ ଦୁର୍ବିସହ ହୋଇଛି
ବାବୁ ଭାୟାଙ୍କ ପରବାୟ ନାହିଁ
ଖଞ୍ଜିଛନ୍ତି ନାନା ଯନ୍ତ୍ର
ଗରିବ ଗୁରବା ବିଦ୍ୟୁତ କାଟରେ
ପାଉଥାନ୍ତି କେତେ କଷ୍ଟ
ଲୁଟିଚାଲିଛନ୍ତି ଜନତାଙ୍କ ସମ୍ପଦ
ପାଇଦା ନିଅନ୍ତି ଥୋକେ
ହାତ ଗୁଞ୍ଜା ନେଇ ଉପରୁ ତଳଯାଏ
ମଜା ଦେଖନ୍ତି ହରସେ
ତଳଠୁ ଉପର କି ଗୁଣଗାଇବି
ଗୋଟେ ଲାଉର ମଞ୍ଜି
ଦିନ ଦିନ ବିଦ୍ୟୁତ ଗୟବ ରହୁଛି
ହଜୁଛି ସବୁ ବୁଦ୍ଧି
ଜମ୍ବେଶ୍ବରପୁର, ବାଲେଶ୍ବର
ଚାଲିଛି ଖାଲି ଛକା ପଞ୍ଝା ଖେଳ
ବିଭାଗତ ଘୋଟାଲା ସମୁଦ୍ର
ହୁହୁ ବଡୁଛି ବିଜୁଳି ଟିକସ
ସତେକି ନଇ ବଢି
ଠିକ ବେଳକୁ ବିଦ୍ୟୁତ ବିଭ୍ରାଟ
ବଡ ବିକଳ ସେ ଘଡି
ଗରୀବ ମାଇପ ସଭିଙ୍କ ଶାଳୀ
ଯୁଗେ ଯୁଗେ ଚାଲି ଆସୁଚି
ବିଦ୍ୟୁତ ବେପାରୀଙ୍କ ତାଉରେ
ଜୀବନ ଦୁର୍ବିସହ ହୋଇଛି
ବାବୁ ଭାୟାଙ୍କ ପରବାୟ ନାହିଁ
ଖଞ୍ଜିଛନ୍ତି ନାନା ଯନ୍ତ୍ର
ଗରିବ ଗୁରବା ବିଦ୍ୟୁତ କାଟରେ
ପାଉଥାନ୍ତି କେତେ କଷ୍ଟ
ଲୁଟିଚାଲିଛନ୍ତି ଜନତାଙ୍କ ସମ୍ପଦ
ପାଇଦା ନିଅନ୍ତି ଥୋକେ
ହାତ ଗୁଞ୍ଜା ନେଇ ଉପରୁ ତଳଯାଏ
ମଜା ଦେଖନ୍ତି ହରସେ
ତଳଠୁ ଉପର କି ଗୁଣଗାଇବି
ଗୋଟେ ଲାଉର ମଞ୍ଜି
ଦିନ ଦିନ ବିଦ୍ୟୁତ ଗୟବ ରହୁଛି
ହଜୁଛି ସବୁ ବୁଦ୍ଧି
ଜମ୍ବେଶ୍ବରପୁର, ବାଲେଶ୍ବର
Sent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.