
ଏ ମାଟି କହିବ ପାଣି ବି କହିବ
ପବନ କହିବ ଆଜିଦୁନିଆଁ ଆଗରେ କେମିନ୍ତି ବଞ୍ଚୁଛି
ତୁମକୁ ମୁ ଖୋଜି ଖୋଜି ।
ହସ କଇଁଫୁଲ ଡଉଲ ଡାଉଲ
ଚାନ୍ଦଠୁ ସୁନ୍ଦର ମୁଁହ
ଚାନ୍ଦିନୀ ରାତିରେ ଫିକା ପଡିଯିବ
ଜହ୍ନ ଦେଖିତୁମ ଦେହ ।
କେଉଁ ବିଧାତା ଯେ କିପରି ଗଢିଲା
କି ଭଳି ତୁଳି ଧରି
ସରି ହେବେନାହିଁ ତୋ ସାଥେ ପ୍ରିୟା
ସରଗର ଅପସରୀ ।
ପ୍ରଥମ ଦେଖାରେ ପ୍ରଥମ କଥାରେ
କିମ୍ପା ଚୋରି କଲ ମନ
ତୁମ ବିନା ସାଥି ଭଲ ଲାଗେନାହିଁ
ମନେପଡେ ପ୍ରତୀକ୍ଷଣ ।
Writer's Details: ପ୍ରକାଶ ବେହେରା (ନନ୍ଦି)
ବିଲେଇ ଖଳି, ହିନ୍ଦୋଳ, ଢେ଼ଙ୍କାନାଳ
ଫୋନ ନମ୍ବର :- ୭୭୮୦୬୬୦୦୨୯, ୮୦୧୮୩୯୦୦୩୫
Content Category:
Submission Date: Apr 13, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.