ତପନ ତାପରେ ତପତ ଏ ଧରା
ଉତପ୍ତ ସମୀର ତପ୍ତ ବାରିଧାରା, ନୀଳ ଗଗନର ହତାଶ ଚାହାଁଣୀ
ସନ୍ତୁଳିତ ପ୍ରାଣ ସନ୍ତୁଳିତ ପ୍ରାଣୀ,
ଅସରା ଶ୍ରାବଣ ଆଶା ବହୁଦୂର
ତଥାପି ଗ୍ରୀଷମ -ଗ୍ରୀଷମେ ସୁନ୍ଦର।।
Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 18, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.