
ସେ ଚାଲିଗଲା ଅଉ କାହାର ହୋଇ ….
ମୁଁ ଏକା ହୋଇଗଲି ରହି ମୋତେ ଛାଡ଼ିଗଲା ଜଳିବା ପାଇଁ ….
କି ଭୁଲ କରିଛି ଭଲ ମୁଁ ପାଇଛି ଦୋଷ ମୋର ନାହିଁ
ତଥାପି ଅଛି ମୋ ହୃଦୟରେ …..
ଜଣେମୋ …ପାଇଁ .
ଥିବି ତା ବlଟ ଚାହିଁ ମୋ ବିଶ୍ବାସ ଅlଉ ନାହିଁ
ବସିଛି ମୁଁ ଅପେକ୍ଷାରେ
ତା ବାଟ ଚାହିଁ ….
ସାକ୍ଷୀ ଅଛି ମୋର ଏଇ ମନ ଅଗଣା …..
ମୋ ପ୍ରିୟା ପାଇଁ ସଜାଇ ରଖିଛି
ଜାନେ କିଏ ଅଛି ପର କିଏ ଆପଣl …..
କଥା ହେବା ପାଇଁ ତାକୁ ସମୟ ନାହିଁ ……
ଫେରେ ଗପୁଛି ଦିନ ରାତି ଅନିଦ୍ରା ହେଇ
ଅନ୍ୟତ୍ର ଗପୁ ଛି ମୋତେ ଜାଳିବା ପାଇଁ
ଭଲ ପାଉ ଥିଲି ମମତା ଦେଇ ………..
ଧୋକା ଦେଲା ମୋତେ କେବଳ ସେଇ
ହୃଦୟର ଦୁଃଖ. ଭଲା ବୁଝିଲା କି ସେ ବୁଜିଲା ନାହିଁ …..
ଏଇ କଥା ମୋର କପାଳେ ଅଛି ଲେଖା ହେଇ ……
ଆସିଥିଲି ଏକା ଯିବି ମୁଁ ଯିବେ ଏକା ……….
ମୋ ସାଙ୍ଗରେ ଯିବେ ନାହିଁ କେହି
ଭୁଲିବାକୁ ଏଇ ମୋର ଦୁଃଖ ଯାତନା ………
ତର ହସ ଏକା ମୋର ସାନ୍ତ୍ଵନା ..
ଖୁସିରେ ରୁହ ଭଲରେ ତମେ ମଣିଷ ପରି ପରି ମଣିଷ ଟେ ହେଇ
ତମ ସାଥ ସାଥ ଅଛି ରହିବି ରହିଛି ସାରା ଜୀବନ ମୋ ବନ୍ଧୁ ଟେ ହୋଇ
Writer's Details: Balaram tarai
Khurdha 9937014646
Content Category:
Submission Date: Apr 18, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.