
ମୋ ହାତର ଲେଖା
ମୋ ଜାତକ ଲେଖା ମୋ ମଥାର ଲେଖା
ମୋ ଭାଗ୍ୟ ଲେଖା
ମୋ ପାଇଁ ପ୍ରିୟା ତୁମ ପାଇଁ ପ୍ରିୟା ସବୁ ବଦଳାଇ ଦେବି
ଯଦି ତୁମେ ଚାହିଁବ
ମୋ ହାତ ଧରିବ
ମରିବା ଯାଏ ସାଥି ହୋଇ ରହିଥିବା
Writer's Details: ବଳରାମ ତରାଇ, ଖୋର୍ଦ୍ଧା
9937014646
Content Category:
Submission Date: Apr 20, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.