
କୁସୁମିତ ତୋର କୃଷ୍ଷକବରୀ
ବାସନ୍ତୀରେ ଅସଜଡା ତୋ କୁରଳି
ସବୁଜିମା ଭରା ପୁଷ୍ପିତ ତ ନୟନ
ଗଳାରେ ତୋ କୂଟଜର ମାଳି
ହୃଦରେ ତୋ ସ୍ବଛ ପବିତ୍ର ମନ୍ଦାକିନୀ
ବକ୍ଷରେ ବିହଙ୍ଗଙ୍କ ଖେଳି
କୁହୁକୁହୁ ତ ପାଦର ନୂପୁର
ହେ କୁସୁମାକର କିଏ କଲା ତତେ ଏତେ ଝଳି।
🌻🌻🌻
ଖାନନଗର,ବାଲେଶ୍ବର
ବାସନ୍ତୀରେ ଅସଜଡା ତୋ କୁରଳି
ସବୁଜିମା ଭରା ପୁଷ୍ପିତ ତ ନୟନ
ଗଳାରେ ତୋ କୂଟଜର ମାଳି
ହୃଦରେ ତୋ ସ୍ବଛ ପବିତ୍ର ମନ୍ଦାକିନୀ
ବକ୍ଷରେ ବିହଙ୍ଗଙ୍କ ଖେଳି
କୁହୁକୁହୁ ତ ପାଦର ନୂପୁର
ହେ କୁସୁମାକର କିଏ କଲା ତତେ ଏତେ ଝଳି।
🌻🌻🌻
ଖାନନଗର,ବାଲେଶ୍ବର
Sent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.