
ଜୟ ଜଗନ୍ନାଥ ଓଡିଆ ମଉଡମଣି
ଓଡିଆ ବଡ ଠାକୁର ଓଡିଆ ବଡ ଦେଉଳ
ବଡବାନା ପତିତ ବାନା
ବଡଭୋଗ ଷାଠିଏ ପଉଠି ଭୋଗ
ବଡ ଦାଣ୍ଡ ପୁରୀ ବଡ ଦାଣ୍ଡ
ବଡ ଯାତ୍ରା ରଥଯାତ୍ରା
ବଡ ପୂଜାରୀ ବଡପଣ୍ଡା
ବଡ ମଣ୍ଡପ ମୁକ୍ତିମଣ୍ଡପ
ସବୁ ଯୁଗରେ ସବୁ ଅବତାରେ
ଭାଇ ,ଭଉଣୀ ସଙ୍ଗରେ ଧରି
କେତେ ଲୀଳା କରୁଛ
ନବ କଳେବରରେ ନୂଆଁ କଲ ସବୁ
ନାମ ତୁମ ଆନନ୍ତ କୋଟି ମଉଡମଣି
ମୋ ବଡ ଠାକୁର
ତୁମ ରଥ ବନ୍ଧାରେ ପଶିଲେ ଓଡିଶା ପ୍ରଶାସକ
ଲୋକନାଥ ଥିଲେ ଜଗିରହି ତୁମ ଅମୂଲ୍ୟ ସମ୍ପଦ
ତମ ମହିମା କି ବର୍ଣ୍ଣନା କରିବି
ମୁଁ ଅଟେ ମୂରୁଖ
ନି ମୁଁ କବି ନା ମୁଁ ଲେଖକ
ତମ ଆଶୀର୍ବାଦରୁ ଲେଖେ ବଳରାମ ଭକ୍ତ
Writer's Details: ବଳରାମ ତରାଇ
ଖୋର୍ଦ୍ଧା, Phone: ୯୯୩୭୦୧୪୬୪୬ Content Category:
Submission Date: Apr 23, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.