
ଅଭିମାନ
ଅଭମାନି ମୁଁ ମୋ ଜିଦ୍ ଖୋର ମୁଁ କ'ଣ କରିବି ଯେ
ମୋର ଆଦତ୍ ହୋଇଯାଇଛି
ମୁଁ କାହିଁକି କେଜାଣି ତମ ଉପରେ ମୋର ଅଧିକାର ଅଛି
ତୁମ ଉପରେ ଅଭିମାନ କରିବା
ତୁମର ମୋ ପ୍ରତିଥିବା ଆହେତୁକ
ସ୍ନେହ ମମତା ଡୋରି କୂ ମୋ ହୃଦୟରେ ଜାବୁଡି ଧରିଛି
ଭଲ ପାଇବାର ପରିଧି ଭିତରେ
ମୁଁ ବନ୍ଦ ହୋଇଛି
ମୁଁ ସେଥିଲାଗି ଅଭିମାନ କରେ
ଆଉ ଏଇୟା ଭାବି କରେ ଯେ
ତୁମେ ପୁଣି ମୋତେ ମନ ପକାଇବ ମୋତେ ମନେଇ ନେବ
କିନ୍ତୁ ମୁଁ ମୋ ଚରିତ୍ରରେ ନିପୁଣ ଥିଲା ବେଳେ
କୋଉଠିନା କୋଉଠି ତମ ମୁଁ ସହ ଅଭିନୟ କରିଛ
ତୁମେ ତୁମ ଚରିତ୍ର କୁ ହଜେଇ ଦେଇଛ ମୋତେ ଦାଗ ଦେଇଛ
ତମକୁ ମୁଁ ଆଭିମାନ କିଛି ଫରକ ପଡୁନି
ତମ ଜିଦି ରେ ତମେ ରହିଛ
Writer's Details: Balaram tarai, Khurdha
9937014646
Content Category:
Submission Date: Apr 19, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.