
ସମୟ ଥିଲା ଏମିନ୍ତି
ପଡେ ଆଜି ମନେପାଉଁଜି ତୋ ଶୁଭୁଥିଲା
ନୀତି ମୋର କାନେ ।
ଆଖି ଦେଖୁଥିଲା ଏକ
ସଜଫୁଟା ଫୁଲ
ଅନ୍ଧାର ରାତିର ଥିଲୁ
ଆଲୋକ ମୋହର ।
ପ୍ରେମ କଣ ଦୁନିଆଁରେ
ଜାଣି ମୁଁ ନଥିଲି
ତୁ ଆସିଲୁ ଲାଗିଲା ମୁଁ
ସବୁ ପାଇଗଲି ।
ଅଧା ବାଟେ ଛାଡି ଦେବୁ
ନଥିଲି ମୁଁ ଜାଣି
ମୋ ପ୍ରେମକୁ କେବେ ତୁ ଲୋ
ପାରିଲୁନି ଚିହ୍ନି ।
ମୋ ହୃଦୟ ଭାଙ୍ଗି ଭଲ
ହୃଦୟ ଖୋଜୁଛୁ
ମୋ ସାଥେ ଖେଳିଣ ଖେଳ
ଖୁସିରେ କି ଅଛୁ ।
କାଲି ପାଉଥିଲି ଭଲ
ଆଜି ବି ପାଉଛି
ଖୁସିରେ ରହ ଲୋ ପ୍ରିୟା
ଶୁଭ ମନାସୁଛି ।
Writer's Details: ପ୍ରକାଶ ବେହେରା (ନନ୍ଦି)
ବିଲେଇଖଳି, କଂସରା, ହିନ୍ଦୋଳ, ଢେ଼ଙ୍କାନାଳ
ଫୋନ :- ୭୭୮୦୬୬୦୦୨୯, ୮୦୧୮୩୯୦୦୩୫
Content Category:
Submission Date: Apr 16, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.