
ଜନନୀର ଜପ ସଫଳ ହୋଇଲା
ବୀର ସୁତ ଫେରେ ଆଜି
ବିଜୟର ମନ୍ତ୍ର ଗାଅ ଭାତୃଗଣ
ଉତ୍ସାହ ସୁଅରେ ଭିଜି....
ଜାଗରେ ଜାଗରେ ହିନ୍ଦୁ ମୁସଲିମ
ଶିଖ୍-ଖ୍ରୀଷ୍ଟିଆନ ସର୍ବେ
ବଜାଅ ତୁର୍ଯ୍ୟ ବଜାଅ ଭେରି
ଉଡାଅ ତ୍ରିରଙ୍ଗା ଉର୍ଦ୍ଧ୍ବେ....
ବୀରଦର୍ପେ ନିଜେ ସଜାଅ ନିଜକୁ
ସ୍ବାଗତେ ଅଭିନନ୍ଦନ
ବିଜୟ ତିଳକ ପିନ୍ଧାଅ ବୀରକୁ
ବନ୍ଦାଅ ଫୁଲ ଚନ୍ଦନ.....
ସନ୍ତୋଷ ପଟ୍ଟନାୟକ
0 Comments
You can write now your valuable comments here. Off-topic comments may be removed or deleted without prior notice.