
ମର ଗାଁ ର ସଖାଲ
ଆଏଜ ସୋର ପଡୁଛେ
ଫିରି ଆଇଁତି ଘାଏ
ସେ ମର ଗାଁକେ ।
ସଖାଲ ପହପହ ନ କୁକୁରା
ଡାକବାର ଶବଦ
ବେଲ ଉଦୁବାର ଦୁରୁସ କେ
ଟିକେ ଆଏଖ ପୁରେଇ
ଦେଖିନେତି ।
ପିରି ଆଏତି
ସଖାଲର ସେ
ନଏଦ ଖଣ୍ଡିଆର
ହୁର ହୁରିଆ ଧୁକା
ଆର ମାଘ ମାସର
କନ କନି ସିତକେ
ଆଏଖ ପୁରେଇ
ଦେଖିନେତି
ମର ସେ ଅତି
ସେନହୋ ଆଦରର
ଗାଁ କେ ।।
########
ଶାନ୍ତନୁ କୁମାର କର୍ଣ୍ଣ,
ଜୟପୁର,ବୀରମହାରାଜପୁର,
ସୋନପୁର ।
ମୋ-୯୯୩୭୯୯୩୧୯୮
ent from my Samsung Galaxy smartphone.
0 Comments
You can write now your valuable comments here. Off-topic comments may be removed or deleted without prior notice.