
ଝରା ଶେଫାଳୀ
ନିଷ।ର୍ଧେ ତୁ ଫୁଟି ଘୋର କାନନେ
ମହ କାଉଛୁ ତୋର ବାସ୍ନା ସାରା ଭୁବନେ
ନିଶା ରେ ଫୁଟି ତୁ ଝରିଯାଉ ପ୍ରଭାତେ
ଝରା ଶେଫାଳୀ ବୋଲିି ଶ୍ରଦ୍ଧା ରେ ଡାକନ୍ତି ସମସ୍ତେ
ତୋ ନାମ କୁ କରି ସାର୍ଥକ
ଧରି ରଖିଛୁ ବହୁ ସୁଗୁଣ
ତେଣୁ ତୋ ନାମେ ପିତା ମାତା ମାନେ
କରିଥାନ୍ତି ପୁତ୍ରି ନାମ କରଣ
କିଏ ଡାକେ ତୋତେ ଶେଫାଳୀ ତ କିଏ ଡାକେ ଗଗଂଶିଉଳି
ସଭିକଂ ପ୍ରିୟ ତୁ ସଭିଏଁ ନିଅନ୍ତି ଆଦରି
ତୋ ବୃକ୍ଷ ପତ୍ରେ ଅଛି ବହୁ ଔଷଧୀୟ ଗୁଣ
ବହୁ ରୋଗ ରୁ ରକ୍ଷା କରିଥାଉ ଜୀବ ଜଗତ ଗଣ
ଝରା ଶେଫାଳୀ
ତୁ କିଛି କ୍ଷଣ ରହିଲେ ମଧ୍ୟ ବୃକ୍ଷରେ
ମହକ ଛାଡି ଯାଇ ଥାଉ ଏ ଧରା ବକ୍ଷରେ
ତୋ ଠାରୁ ଶିକ୍ଷା କରିଲା ମଣିଷ ଜାତି
ଯେତେ ଦିନ ଥିଵ ପୃଥିବୀ କତି
ମହକାଇ ନିଜ ଵାସନା ନାଶ କର ସବୁ ଦୁର୍ଗତି
Ranjan Kumar Naik
Angul, Odisha
Teacher in Govt. Primary School
Biramaharajpur
0 Comments
You can write now your valuable comments here. Off-topic comments may be removed or deleted without prior notice.