
ଅଘୋକାଲର୍ ନୀତିନିଅମ୍
ନେଇନ ପରେ ଆଝି,
ଗାଁ ଗଉଁଲି ନ ହଉଚେ ଆଏଜ୍
ନେତା ମାନକର୍ ଭୁଜି ।
ସେ ସମିଆଁର୍ ଗାଁ ଆଏଜ୍
ହେଇଗଲାନ ଭିଲେଜ୍,
ଗୁହାଲପଢା ଉଠିକରି ହେଲାନ
ଇଂଲିଶ୍ ମିଡ଼ିଅମ୍ କଲେଜ୍ ।
ଭାଗବତ୍ ଗୁଡିକେ ଭାଙ୍ଗି
ଆଏଜ୍ କରିଦେଲେନ ଯୁବ୍ ଶାଲା,
ବେଲ୍ ବୁଡ଼ଲେ ବୁଆ ଡାକୁଚେ
ତାର୍ ପୁଓ କେ ଶଲା ।
ବୁଆର୍ ଆର୍ ପୁଓ ଆଏଜ୍
ଗୁଟେ ସାଂଗେ ହଉଚନ୍ ସଖା,
ପୁଓର୍ ସାଂଗେ ବୁଆର୍ ମଦ୍ ପିଆ
ଦେଖି ସଭେଁ ହେଲେ କାବା ।
ଆଝିର୍ ଛୁଆ ବୁଆ ମାଁ ନେଇ ଡାକବାର୍
ଡାକୁଚେ ମମି ଡାଡି,
ଏଭେ ତ ମାଁ ମନେ ପିନ୍ଧୁଛନ୍ ନାଇଟି
ନେଇ ପିନ୍ଧବାର୍ କେଭେଁ ଶାଢ଼ୀ ।
ଉଡିଆ ପାଠ୍ ଭଲ ନି ଲାଗବାର୍
ଇଂଲିଶ୍ ଟା ଭଲ୍ ଆଏ,
ଭାଏ ବହେନ୍ ଆମହେଁ ନୁହେଁ
ଆମହେଁ ଗାର୍ଲ୍ ବଏ ।
ପାଲା ରାମନୀଲା ଉଡିଶୀ କୀର୍ତ୍ତନ୍
ନେଇ ଲାଗଵା ଆରୁ ବାଗ,
ଡିସ୍କୋ ଡେନ୍ସ୍ ସାଂଗେ ବାଇନାଚ୍
ସଭେଁ ଦେଖୁଚନ୍ ଆଘ ।।
ଦେଖତ ଇ ସମିଆଁର୍ ଚଲନ୍ ସାଂଗେ
କେନ୍ତା ହେଲେନ ସଭେ,
ଯଧିର୍ ନାଇଁ ସୁଧରାମା ଇ ଚଲନ୍ କେ
ବରବାଦ ହେଇଯିମା ଆମହେଁ ।।
ଶାନ୍ତନୁ କୁମାର କର୍ଣ୍ଣ
ଜୟପୁର, ବୀରମହାରାଜପୁର, ସୋନପୁର
0 Comments
You can write now your valuable comments here. Off-topic comments may be removed or deleted without prior notice.